32.7 C
Bhubaneswar
Friday, June 26, 2026
Homeଓଡିଶାଆଜି ଓଡିଶା ଆସିବେ ରାଷ୍ଟ୍ରପତି 

ଆଜି ଓଡିଶା ଆସିବେ ରାଷ୍ଟ୍ରପତି 

ଭୁବନେଶ୍ୱର : ଆଜି ଓଡିଶା ଆସିବେ ରାଷ୍ଟ୍ରପତି  ଦ୍ରୌପଦୀ ମୁର୍ମୁ । ପ୍ରବାସୀ ଭାରତୀୟ ଦିବସରେ  ସାମିଲ ହେବା ପାଇଁ   ଆଦି ଅପରାହ୍ଣରେ  ରାଷ୍ଟ୍ରପତି ଭୁବନେଶ୍ୱରରେ ପହଞ୍ଚିବେ  । ଆସନ୍ତାକାଲି ପ୍ରବାସୀ ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହ। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର‌୍ୟ୍ୟକ୍ରମ ଅଛି। ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କୁ ପ୍ରବାସୀ ଭାରତୀୟ ସମ୍ମାନରେ ସମ୍ମାନୀତ କରିବେ। ରାଷ୍ଟ୍ରପତି ଅପରାହ୍ନ ୩.୦୦ ଟାରେ ଗୌହାଟୀ ବିମାନ ବନ୍ଦରରୁ ବାୟୁସେନା ବିମାନ ଯୋଗେ ବାହାରି ଅପରାହ୍ଣ ୪ ଟା ୩୫ରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବାର କାର‌୍ୟ୍ୟକ୍ରମ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking