34.2 C
Bhubaneswar
Friday, May 16, 2025
Homeଦେଶ ବିଦେଶପୁଣି ଧନୀ ତାଲିକାରେ ସାମିଲ ହେଲେ ଏଲନ ମସ୍କ

ପୁଣି ଧନୀ ତାଲିକାରେ ସାମିଲ ହେଲେ ଏଲନ ମସ୍କ

ନୂଆଦିଲ୍ଲୀ: କୋଟିପତି ତାଲିକାରେ ପୁଣି ସାମିଲ ହୋଇଛନ୍ତି ମସ୍କ । ମସ୍କଙ୍କ ସମ୍ପତ୍ତି ମୂଲ୍ୟ ୧୮୫ ଆରବ ଡଲାର ରହିଛି । ବ୍ଲୁମବର୍ଗ ବିଲିଅନିୟର୍ସ ଇଣ୍ଡେକ୍ସ ମୁତାବକ ମସ୍କଙ୍କ ସମ୍ପତ୍ତି ୨୪ ଘଣ୍ଟାରେ ୬.୯୮ ଆରବ ଡଲାର ବୃଦ୍ଧି ପାଇଛି । ଶେଷରେ ପୁଣି ଥରେ କୋଟିପତି ତାଲିକାରେ ଟପରେ ରହିଛନ୍ତି ମସ୍କ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking