32.1 C
Bhubaneswar
Thursday, March 28, 2024
Homeଓଡିଶାଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାରେ ଗିରଫ ହେଲା ମାଷ୍ଟର ମାଇଣ୍ଡ

ଉମେଶ ପାଲ୍ ହତ୍ୟାକାଣ୍ଡ ମାମଲାରେ ଗିରଫ ହେଲା ମାଷ୍ଟର ମାଇଣ୍ଡ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ପ୍ରୟାଗରାଜ ବହୁ ଚର୍ଚ୍ଚିତ ଉମେଶ ପାଲ ହତ୍ୟାକାଣ୍ଡ ମାମଲରେ ପୁଲିସ ପ୍ରଥମ ଗିରଫ କରିଛି। ଷଡଯନ୍ତ୍ର ରଚିଥିବା ଅଭିଯୋଗରେ ୨୭ ବର୍ଷ ବୟସ୍କ ଏଲ୍ଏଲ୍ବି ଛାତ୍ରଙ୍କୁ ଏସଟିଏଫ ଗିରଫ କରିଛି। ଗିରଫ ଏଲ୍ଏଲ୍ବି ଛାତ୍ରର ନାଁ ସଦାକତ ଖାନ୍। ଏହି ୨୭ ବର୍ଷୀୟ ଯୁବକଙ୍କ ହିଁ ପୂରା ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ବୋଲି କୁହାଯାଉଛି। ସୂଚନା ମୁତାବକ, ମୁସଲିମ ହଷ୍ଟେଲ ରୁମ୍ରେ ଉମେଶ ପାଲଙ୍କୁ କିଭଳି ହତ୍ୟା କରାଯିବ ତା’ର ପୂରା ଷଡଯନ୍ତ୍ର ରଚାଯାଇଥିଲା। ସଦାକତ ଖାନ୍ ଅବୈଧ ରୂପେ ଆହ୍ଲାବାଦ ସେଣ୍ଟ୍ରାଲ ୟୁନିର୍ଭସିଟିର ମୁସଲିମ ହଷ୍ଟେଲରେ ରହୁଥଲା ବୋଲି ଏସ୍ଟିଏପ୍ ସନ୍ଦେହ କରୁଛି। ହଷ୍ଟେଲ ରୁମ୍ରେ ଅନେକ ସନ୍ଦେହ ଜନକ ସାମଗ୍ରୀ ମିଳିଥିବା ପୁଲିସ କିହଛି । ବିଏସ୍ପି ବିଧାୟକ ରାଜୁ ପାଲଙ୍କ ହତ୍ୟାକାଣ୍ଡର ମୁଖ୍ୟ ସାକ୍ଷୀ ଥିଲେ ଉମେଶ ପାଲ। ତାଙ୍କୁ ଶୁକ୍ରବାର ହତ୍ୟା କରାଯାଇଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking