27.1 C
Bhubaneswar
Sunday, September 8, 2024
Homeଓଡିଶାବଣାଇରେ ବଢୁଛି ହାତୀ ଉପଦ୍ରଵ

ବଣାଇରେ ବଢୁଛି ହାତୀ ଉପଦ୍ରଵ

ବଣାଇ : ବଢୁଛି ହାତୀ ଉପଦ୍ରଵ । ମାତିଛନ୍ତି ଦନ୍ତା ହାତୀ । ଦିନକୁ ଦିନ ଜଙ୍ଗଲ ଛାଡି ଗାଁ ମୁହାଁ ହେଉଛନ୍ତି ହାତୀ । ଫଳରେ ଲୋକଙ୍କ ଜୀବନ ବଞ୍ଚିବା କଷ୍ଟକର ହୋଇପଡୁଛି । ବଣାଇ ଅଂଚଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଫସଲଠୁ ଘର ପର୍ଯ୍ୟନ୍ତ ସବୁକିଛି ନଷ୍ଟ କରିଦେଉଛନ୍ତି ହାତୀପଲ । ଲୋକମାନେ ଯେତେ ଘଉଡେଇବା ପାଇଁ ଚେଷ୍ଟା କଲେ ମଧ୍ୟ ବିଫଳ ହେଉଛନ୍ତି । ବନବିଭାଗକୁ ଏଥିପ୍ରତି ଖବର ଦିଆଯାଇଥିଲେ ମଧ୍ୟ ହାତୀକୁ କାବୁ କରିବା ପାଇଁ ମଧ୍ୟ ବିଫଳ ହେଉଛନ୍ତି ବନବିଭାଗ କତୃପକ୍ଷ । ଘର ଭାଙ୍ଗିବା ସହିତ ଫସଲ ନଷ୍ଟ କରୁଛନ୍ତି । ହାତୀଙ୍କ ଡ଼ରରେ ଲୋକେ ଘରୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking