28.1 C
Bhubaneswar
Thursday, May 2, 2024
Homeଅପରାଧପାଠକଙ୍କ ନାଁରେ ଇଡିର ଚାର୍ଜସିଟ

ପାଠକଙ୍କ ନାଁରେ ଇଡିର ଚାର୍ଜସିଟ

ଭୁବନଶ୍ୱର : ପୂର୍ବତନ ଆଇଏଫଏସ ଅଭୟକାନ୍ତ ପାଠକ ଙ୍କ ନାଁରେ ଚାର୍ଜସିଟ ଦାଖଲ | ୩୦୦ ପୃଷ୍ଠାର ଚାର୍ଜସିଟ ଦାଖଲ କଲା ପ୍ରବର୍ତ୍ତନ ନିଦେ୍ର୍ଦଶାଳୟ | ଅଭୟକାନ୍ତଙ୍କ ସହ ପୁଅ ପୁଅ ଆକାଶ ଙ୍କ ନାଁ ରେ ବି ଚାର୍ଜସିଟ ଦାଖଲ | ଇଡି କୋର୍ଟ ରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଚାର୍ଜସିଟ | ଚାର୍ଜସିଟରେ ୪୦ ଜଣ ସାକ୍ଷୀ ଙ୍କ ନାଁ ଉଲ୍ଲେଖ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking