28.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଭିଭୋ କମ୍ପାନୀ ବିରୋଧରେ ଇଡି ଚାର୍ଜସିଟ୍‌

ଭିଭୋ କମ୍ପାନୀ ବିରୋଧରେ ଇଡି ଚାର୍ଜସିଟ୍‌

ନୂଆଦିଲ୍ଲୀ: ଏକ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଚାଇନିଜ୍ ମୋବାଇଲ କମ୍ପାନୀ ଭିଭୋ ବିରୋଧରେ ସ୍ଥାନୀୟ ଏକ ସ୍ୱତନ୍ତ୍ର କୋର୍ଟରେ ଗୁରୁବାର ଚାର୍ଜସିଟ୍ ଦାଖଲ କରାଯାଇଛି । ଇଡି ପକ୍ଷରୁ ପୂର୍ବରୁ ଏହି ମାମଲାରେ ଭିଭୋ କମ୍ପାନୀର ଚାରିଜଣ ଅଧିକାରୀ ହରିଓମ୍ ରାୟ, ଚୀନ୍ ନାଗରିକ ଆଣ୍ଡ୍ୟୁ କ୍ୱାଙ୍ଗ୍‌୍‌, ଚାଟାର୍ଡ ଆକାଉଣ୍ଟାଣ୍ଟ ନୀତିନ ଗର୍ଗ ଓ ରାଜନ ମାଲିକଙ୍କୁ ଗିରଫ କରାଯାଇସାରିଛି ।

ମିଥ୍ୟା ପ୍ରତିଶ୍ରୁତି ଦେଇ ଭିଭୋ ଭାରତୀୟ ମାର୍କେଟରୁ ବିପୁଳ ଅର୍ଥ ଉପାର୍ଜନ କରିଥିବାରୁ ଇଡି ତଦନ୍ତର ସମ୍ମୁଖୀନ ହୋଇଛି । ଭାରତରେ ଟିକସ ଫାଙ୍କି ଭିଭୋ ପକ୍ଷରୁ ୬୨,୪୭୬ କୋଟି ଟଙ୍କା ଚୀନ୍‌କୁ ପଠାଯାଇଥିବା ପ୍ରକାଶ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking