28.1 C
Bhubaneswar
Wednesday, April 29, 2026
Homeଓଡିଶାଖଣି ବ୍ୟବସାୟୀଙ୍କ ଘରେ ଇଡି

ଖଣି ବ୍ୟବସାୟୀଙ୍କ ଘରେ ଇଡି

ଢେଙ୍କାନାଳ : ଖଣି ବ୍ୟବସାୟୀ ରତ୍ନାକର ରାଉତଙ୍କ ଘରେ ଇଡିର ଚଢାଉ ହୋଇଛି । ଢେଙ୍କାନାଳ , ହିନ୍ଦୋଳ ଓ ଭୁବନେଶ୍ୱରର ୧୨ଟି  ସ୍ଥାନରେ ରେଡ କରାଯାଇଛି । ଢେଙ୍କାନାଳ ଘର ଓ ଫାର୍ମ ହାଉସରେ  ଇଡିର ରେଡ ହୋଇଛି । ହିନ୍ଦୋଳ ସ୍ଥିତ ବ୍ୟବସାୟିକ ସଂସ୍ଥାରେ ବି ଚଢାଉ ହୋଇଛି । ଭୁବନେଶ୍ୱରର ୩ଟି ସ୍ଥାନରେ  ରେଡ କରୁଛି ଇଡି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking