30.1 C
Bhubaneswar
Wednesday, June 26, 2024
Homeଓଡିଶାବ୍ରହ୍ମପୁର ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ବିଜେଡି କର୍ପୋରେଟର ଇ.ବିବେକ ରେଡ୍ଡୀ

ବ୍ରହ୍ମପୁର ଡେପୁଟି ମେୟର ଭାବେ ନିର୍ବାଚିତ ହେଲେ ବିଜେଡି କର୍ପୋରେଟର ଇ.ବିବେକ ରେଡ୍ଡୀ

ଗଞ୍ଜାମ : ବ୍ରହ୍ମପୁର ଡେପୁଟି ମେୟର ପଦବୀ ପାଇଁ ପରୋକ୍ଷ ନିର୍ବାଚନ ପ୍ରକ୍ରିୟା ଶେଷ ହୋଇଛି । ବ୍ରହ୍ମପୁର ଡେପୁଟି ମେୟର ଭାବରେ ନିର୍ବାଚିତ ହୋଇଛନ୍ତି ବିଜେଡିର ଇ.ବିବେକ ରେଡ୍ଡୀ । ୪୨ ନମ୍ବର ୱାର୍ଡର କର୍ପୋରେଟର ବିବେକ ୩୪ ଖଣ୍ଡ ଭୋଟ ପାଇ ଡେପୁଟି ମେୟର ପଦବୀ ବାଜି ମାରି ନେଇଛନ୍ତି ।

ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡ. ରମେଶଚନ୍ଦ୍ର ପଟ୍ଟନାୟକ ଚ୍ୟାଉ ପଟ୍ଟନାୟକ ତାଙ୍କ ନାଁ ଘୋଷଣା କରିଛନ୍ତି । ଏହା ପରେ ବ୍ରହ୍ମପୁର କର୍ପୋରେଟର ଓ ମେୟରଙ୍କ ଶପଥ ପାଠ ଆରମ୍ଭ ଆରମ୍ଭ ହୋଇଛି । ନବନିର୍ବାଚିତ ସଂଘମିତ୍ରା ଦଳେଇ ପ୍ରଥମେ ବ୍ରହ୍ମପୁର ମେୟର ଭାବରେ ଶପଥ ନେଇଛନ୍ତି । ବ୍ରହ୍ମପୁର ମହାନଗର ନିଗମରେ ବିଜେଡି ୪୨ଟି ୱାର୍ଡରୁ ବିଜେଡି ୩୦ଟିରେ ବିଜୟ ଲାଭ କରିଛି । ଏହା ପଛକୁ ବିଜେପି ୭ଟି ଆସନ ୱାର୍ଡ ଏବଂ କଂଗ୍ରେସ ମାତ୍ର ଗୋଟିଏ ୱାର୍ଡରେ ବିଜୟ ଲାଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking