35.1 C
Bhubaneswar
Monday, May 5, 2025
Homeଓଡିଶାଡ୍ୟୁଟିରେ ଖିଲାପ ଥାଇପାରେ: ଜେଲରେ

ଡ୍ୟୁଟିରେ ଖିଲାପ ଥାଇପାରେ: ଜେଲରେ

କଟକ: ଏସସିବି ମେଡିକାଲରୁ ଚିକିତ୍ସାଧୀନ ଥିବା କଏଦୀ ଫେରାର ଘଟଣା । କଏଦୀ ସାଚନ ଫେରାର ନେଇ ଚୌଦ୍ୱାର ଜେଲରଙ୍କ ସୂଚନା । ସାଜନ ଫେରାର ନେଇ ମଙ୍ଗଳବାଗ ଥାନାରେ ଏତଲା ହୋଇଛି । କେଉଁ ପରିସ୍ଥିତିରେ ଫେରାର ହେଲା,ତଦନ୍ତ ଚାଲିଛି । ଡ୍ୟୁଟିରେ ସିଫ୍ଟ ଅନୁଯାୟୀ ଜେଲର ୩ ଜଣ କର୍ମଚାରୀ ଥିଲେ । ଡ୍ୟୁଟିରେ ଖିଲାପ ହୋଇଥାଇପାରେ,ତଦନ୍ତ ପରେ କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking