36.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶସେକ୍ସ ସମୟରେ ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇଲା ଯୁବକ, ଆଉ ତା’ପରେ…

ସେକ୍ସ ସମୟରେ ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇଲା ଯୁବକ, ଆଉ ତା’ପରେ…

ଅହମଦାବାଦ : ଗୁଜୁରାଟର ଅହମଦାବାଦରେ ଏକ ଆଶ୍ଚର୍ଯ୍ୟଜନକର ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ସେକ୍ସ ସମୟରେ ପ୍ରୟୋଗ କରିବା ହେତୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । କୁହାଯାଉଛି ଯେ, ମୃତକଙ୍କ ପାଖରେ ପ୍ରେମିକା ସହ ସେକ୍ସ କରିବାକୁ କଣ୍ଡୋମ ନଥିଲା। ଏଥିପାଇଁ ସେ ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇଥିଲା, ଫଳରେ ମଲ୍ଟିପଲ ଅର୍ଗାନ ବିଫଳ ହେତୁ ଯୁବକର ମୃତ୍ୟୁ ହୋଇଗଲା । ମୃତକ ଜଣକ ଡ୍ରଗ୍ସ ନେଇଥିଲା । ସୂଚନା ଅନୁଯାୟୀ, ମୃତକର ବୟସ ୨୫ ବର୍ଷ ହୋଇଥିବା ବେଳେ ସେ ପୂର୍ବତନ ମଙ୍ଗେତର ସହ ହୋଟେଲ ଯାଇଥିଲା । ଯୁବକ ଓ ତାର ପ୍ରେମିକା ଡ୍ରଗ୍ସ ନେଇଥିଲେ ଓ ଡ୍ରଗ୍ସ ନେବା ପରେ ଶାରୀରିକ ସମ୍ବନ୍ଧ ରଖିବାକୁ ପ୍ଲାନ କରିଥିଲେ । କିନ୍ତୁ ଏହି ସମୟରେ ସେମାନଙ୍କ ପାଖରେ କଣ୍ଡୋମ ନଥିଲା । ଯାହାଫଳରେ ଯୁବକ ନିଜ ପ୍ରାଇଭେଟ୍ ପାର୍ଟରେ ଫେବିକ୍ୱିକ୍ ଲଗାଇଥିଲା। ସିସିଟିଭି ଫୁଟେଜରୁ ଜଣାପଡିଛି ଯେ, ଯୁବକ ୨ ଯୁବତୀଙ୍କ ସହ ହୋଟେଲ ଆସିଥିଲା । ଗୋଟିଏ ଝିଅ ଯୁବକ ସହ ରୁମକୁ ଯାଇଥିବା ବେଳେ ଆଉ ଜଣେ ସ୍କୁଟି ନେଇ ସେଠାରୁ ଚାଲିଯାଇଥିଲା । ତେବେ ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି, ପ୍ରକୃତ ଘଟଣା କ’ଣ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking