19.1 C
Bhubaneswar
Thursday, December 26, 2024
Homeଅପରାଧପାରିବାରିକ କଳହ ଯୋଗୁଁ ୩ ନାବାଳିକା ଝିଅର ତଣ୍ଟି କାଟିଲା ବାପା

ପାରିବାରିକ କଳହ ଯୋଗୁଁ ୩ ନାବାଳିକା ଝିଅର ତଣ୍ଟି କାଟିଲା ବାପା

ନୂଆଦିଲ୍ଲୀ: ବୈବାହିକ କଳହର କରୁଣ ପରିଣତି । ନିଜ ୩ ଝିଅଙ୍କ ଗଳା କାଟିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବ୍ୟକ୍ତି । କେରଳର କୋଟ୍ଟାୟମ ଜିଲ୍ଲା ପାଲାରେ ଘଟିଛି ଏମିତି ଘଟଣା । ବ୍ୟକ୍ତି ଜଣକ ନିଜ ୩ ନାବାଳିକା ଝିଅଙ୍କ ତଣ୍ଟି କାଟି ନିଜେ ଆତ୍ମହତ୍ୟା କରିଛନ୍ତି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି ।

ବୈବାହିକ କଳହର କରୁଣ ପରିଣତି । ନିଜ ୩ ଝିଅଙ୍କ ଗଳା କାଟିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି ବ୍ୟକ୍ତି । କେରଳର କୋଟ୍ଟାୟମ ଜିଲ୍ଲା ପାଲାରେ ଘଟିଛି ଏମିତି ଘଟଣା । ବ୍ୟକ୍ତି ଜଣକ ନିଜ ୩ ନାବାଳିକା ଝିଅଙ୍କ ତଣ୍ଟି କାଟି ନିଜେ ଆତ୍ମହତ୍ୟା କରିଛନ୍ତି । ଖବର ପାଇଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking