ଭୁବନେଶ୍ୱର : ସୌମ୍ୟଙ୍କୁ ପଦରୁ ହଟାଇବା ଉପରେ ବିଜୟ ମହାପାତ୍ରଙ୍କ ପ୍ରତିକ୍ରିୟା | ଆଗରୁ କାରଣ ଦର୍ଶାଅ ମାଗି, କାର୍ଯ୍ୟାନୁଷ୍ଠାନ ହେଉଥିଲା | ସୌମ୍ୟ ପଟ୍ଟନାୟକଙ୍କ ଘଟଣାରେ ସେପରି ଘଟି ନାହିଁ | ମୁଖ୍ୟମନ୍ତ୍ରୀ ଏକଥା ଜାଣିଥିବେ କି ନାହିଁ ସନ୍ଦେହ | ମୋଟାମୋଟି ରାଜନୈତିକ ପରିସ୍ଥିତି ଭଲ ନାହିଁ | ଏମିତ କେତେ ଅଘଟଣା ଆଗକୁ ଘଟିବ ବୋଲି କହିଲେ ବିଜୟ ମହାପାତ୍ର |