28.1 C
Bhubaneswar
Monday, June 30, 2025
Homeଓଡିଶାଆସନ୍ତା ୧ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର; ଚେତାବନୀ ଦେଲା ଓମସା

ଆସନ୍ତା ୧ ତାରିଖରୁ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର; ଚେତାବନୀ ଦେଲା ଓମସା

ଭୁବନେଶ୍ୱର: ଆସନ୍ତା ଫେବୃଆରୀରୁ ଆରମ୍ଭ ହେବ ଡାକ୍ତରମାନଙ୍କର ଆନ୍ଦୋଳନ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଡାକ୍ତରମାନଙ୍କ ତରପରୁ ଚେତାବନୀ ଦିଆଯାଇଛି । ଏ ନେଇ ଏକ ପ୍ରେସମିଟ କରି ଚେତାବନୀ ଦେଇଛି ଓମସା । କେନ୍ଦ୍ରୀୟ ହାରରେ ଦରମା, ଅବସର ବୟସ ବୃଦ୍ଧି ଇତ୍ୟାଦି ପାଇଁ ଓମସା ଦାବି କରିଛି । ଏହାସହିତ ଆଡହକ୍ ଡାକ୍ତରମାନଙ୍କୁ ସ୍ଥାୟୀ କରିବା ପାଇଁ ମଧ୍ୟ ଦାବି କରାଯାଇଛି । ତେବେ ଏହିସବୁ ସରକାରଙ୍କ ଦ୍ୱାରା ପୂରଣ କରା ନଗଲେ ଫେବୃଆରୀ ୧ ତାରିଖରୁ ଡାକ୍ତରମାନେ ଆନ୍ଦୋଳନ ଆରମ୍ଭ କରିବେ ବୋଲି ଚେତାବନୀ ଦେଇଛି ଓମସା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking