21.1 C
Bhubaneswar
Monday, January 27, 2025
Homeଖ୍ରୀଷ୍ଟମାସ୍‌-୨୦୨୩ଆପଣ ଜାଣିଛନ୍ତି କି ସାଣ୍ଟାକ୍ଲଜ କିଏ ?

ଆପଣ ଜାଣିଛନ୍ତି କି ସାଣ୍ଟାକ୍ଲଜ କିଏ ?

ଭୁବନେଶ୍ୱର : ବଡଦିନ କହିଲେ ପିଲାମାନେ ନାଲି ପୋଷାକ ଆଉ ଟୋପି ବାଲା “ ସାଣ୍ଟାକ୍ଲଜ୍” ଏବଂ ତା’ର ଗୋପନରେ ଦେଉଥିବା ଉପହାରର କଥା ହିଁ ବୁଝିଥାନ୍ତି, ହେଲେ ଜାଣିଛ କିଏ ” ସାଣ୍ଟାକ୍ଲଜ୍” ଟି କିଏ ? ଓ ସାଣ୍ଟା କ୍ଲଜର ଉତ୍ପତ୍ତି, ଖ୍ରୀଷ୍ଟମାସ । ତେବେ ଆସନ୍ତୁ ଜାଣିବା ସାଣ୍ଟାକ୍ଲଜ ହେଉଛନ୍ତି ସେଣ୍ଟ୍ ନିକୋଲାସ୍ ନାମକ ଜଣେ ଡଚ୍ ପାଦ୍ରୀ ବା ( ଚର୍ଚ୍ଚ୍ ର ବିଶପ୍) ଯିଏ ପିଲାମାନଙ୍କୁ ଖୁବ୍ ଭଲ ପାଉଥିଲେ ଏବଂ ସେମାନଙ୍କୁ ବିଭିନ୍ନ ପ୍ରକାର ଖେଳନା ଉପହାର ଦେଇ ଖୁସି କରାଉଥିଲେ। ତାଙ୍କରି ନାମଟି ଡଚ୍ ଲୋକ ମୁଖରେ ସିଣ୍ଟର କ୍ଲାସ୍ବା ସାଣ୍ଟାକ୍ଲଜ୍ ଭାବରେ ପ୍ରଚଳିତ ହୋଇଛି। ପୂର୍ବରୁ ସାଣ୍ଟାକ୍ଲଜର ପୋଷାକ ନାଲି,ନୀଳ,ହଳଦିଆ, ସବୁଜ, ଗୋଲାପି ଇତ୍ୟାଦି ରଙ୍ଗର ହେଉଥିଲା କିନ୍ତୁ କୋକାକୋଲା କମ୍ପାନୀ ଏହାକୁ ହାତକୁ ନେଇ ନିଜର ପାନୀୟର ରଙ୍ଗ ମୁତାବକ ନାଲି ରଙ୍ଗର କରିଦେଲେ। ସେଇଦିନଠାରୁ ସାଣ୍ଟାକ୍ଲଜର ପୋଷାକ ନାଲି ରଙ୍ଗର ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking