30.1 C
Bhubaneswar
Saturday, May 4, 2024
Homeଓଡିଶାଟିକା ନେଲେ ବୟସ୍କ, ପିଲା ସମସ୍ତେ ସୁରକ୍ଷିତ

ଟିକା ନେଲେ ବୟସ୍କ, ପିଲା ସମସ୍ତେ ସୁରକ୍ଷିତ

ଭୁବନେଶ୍ୱର: ଡେଲ୍ଟା ପ୍ଲସ ଭାରିଆଣ୍ଟ ଓ ସତର୍କ ରହିବା ଉପରେ ଡିଏମଇଟି ପରାମର୍ଶ ଦେଇ କହିଛନ୍ତି, ସମସ୍ତ ପ୍ରକାର ଭାଇରସର ମ୍ୟୁଟେସନ ଏକ ନିୟମିତ ପ୍ରକ୍ରିୟା । ଡେଲ୍ଟା ଭାଇରସ ୨ ମାସରେ ବଢିଲା । ସେହି ଅନୁସାରେ ଡେଲ୍ଟା ପ୍ଲସ ବଢିନି । କଣ ହେବ ନ ଜାଣି ଡେଲ୍ଟା ପ୍ଲସ ବଢିବ ଭାବି ଅଯଥାରେ ଭୟଭୀତ ହେବାନି । ଭ୍ୟାକ୍ସିନ ନେଲେ ଶତ ପ୍ରତିଶତ ସୁରକ୍ଷା ନୁହେଁ । ଗୁରୁତର ହେବା କମିଯିବ । ଟିକା ନେବା ପରେ ହସ୍ପିଟାଲରେ ଭର୍ତ୍ତି ହେବା କମିଛି । ସରକାର ପରାମର୍ଶ ଦେବେ । ୪.୬ କୋଟି ଲୋକଙ୍କୁ ଘରେ ବନ୍ଦ କରିପାରିବେନି । ୩ୟ ଲହର ଆକଳନ ସ୍ତରରେ ରହିଛି । ନିଶ୍ଚିତ ଭାବେ କେହି କିଛି କହି ନାହାନ୍ତି । ଟିକା ନେଲେ ବୟସ୍କ ସୁରକ୍ଷିତ, ପରୋକ୍ଷରେ ପିଲାମାନେ ସୁରକ୍ଷିତ ହେବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking