27.1 C
Bhubaneswar
Wednesday, June 26, 2024
Homeଓଡିଶାଡିପଥେରିଆ ନେଲଣି ୫ ଜୀବନ

ଡିପଥେରିଆ ନେଲଣି ୫ ଜୀବନ

ରାୟଗଡ : ରାୟଗଡ ଜିଲ୍ଲା କାଶୀପୁର ବ୍ଲକରେ ଡିପଥେରିଆ ରୋଗ ଗ୍ରାମବାସୀମାନଙ୍କୁ ବ୍ୟାପିବାରେ ଲାଗିଛି । ଯାହାଫଳରେ ୫ ଶିଶୁଙ୍କ ମୃତ୍ୟୁ ହେବା ସହିତ ଏକାଧିକ ଶିଶୁ ଆକ୍ରାନ୍ତ ଅଛନ୍ତି ବୋଲି ସୂଚନା ମିଳିଛି । ଡିପଥେରିଆ ରୋଗରେ ଶିଶୁମାନେ ଆକ୍ରାନ୍ତ ହେଲେ ସେମାନଙ୍କ ତଣ୍ଟି ଦରଜ ହେବା ସହ ତଣ୍ଟିି ଫୁଲିଯିବା ଓ ଜ୍ୱର ହେବା ଭଳି ଲକ୍ଷଣ ଦେଖାଯାଉଛି । ଏହି ରୋଗରେ ଆକ୍ରାନ୍ତ ହୋଇ ୫ ଜଣ ଜଣଙ୍କର ମୃତ୍ୟୁ ହୋଇଛି । ଏହି ସ୍ଥିତିରେ ସୁଧାର ଆଣିବା ସହିତ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁମାନଙ୍କ ଠାରେ ଡିପଥେରିଆ ରୋଗର ଲକ୍ଷଣ ଦେଖାଯାଉଛି ସେମାନେ ତୁରନ୍ତ ଆରଏମଆରସିରେ ନମୂନା ପରୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking