38.4 C
Bhubaneswar
Friday, June 26, 2026
Homeଦେଶ ବିଦେଶଜେଲରେ ଆତ୍ମହତ୍ୟା କଲା ଗ୍ୟାଙ୍ଗଷ୍ଟର

ଜେଲରେ ଆତ୍ମହତ୍ୟା କଲା ଗ୍ୟାଙ୍ଗଷ୍ଟର

ନୂଆଦିଲ୍ଲୀ: ଦିଲ୍ଲୀର ମଣ୍ଡୋଲି ଜେଲରେ ଗ୍ୟାଙ୍ଗଷ୍ଟର ସଲମାନ ତ୍ୟାଗୀ ଆତ୍ମହତ୍ୟା କରିଥିବା ନେଇ ସୂଚନା ମିଳିଛି। ଜେଲର ୧୫ ନମ୍ବର ବାରାକରେ ତାଙ୍କ ମୃତଦେହ ବେଡସିଟ୍‌ରେ ଝୁଲୁଥିବା ଅବସ୍ଥାରେ ମିଳିଛି। ଜେଲ ପ୍ରଶାସନ ତାଙ୍କ ମୃତଦେହକୁ ତଳକୁ ଆଣି ପୋଷ୍ଟମର୍ଟମ ପାଇଁ ପଠାଇଛିସୂଚନା ଅନୁଯାୟୀ, ସଲମାନ ତ୍ୟାଗୀ ଏମସିଓସିଏ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ଏବଂ ସେବେଠାରୁ ଜେଲରେ ଥିଲେ। ସଲମାନ ତ୍ୟାଗୀଙ୍କ ବିରୋଧରେ ହତ୍ୟା, ଦାଦାବଟି ଆଦାୟ, ଅସ୍ତ୍ରଶସ୍ତ୍ର ଆଇନ ଭଳି ଡଜନ ଡଜନ ମାମଲା ରୁଜୁ ହୋଇଥିଲା। ଅଧିକ ତଥ୍ୟ ପାଇଁ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking