ନୂଆଦିଲ୍ଲୀ: ଇତିହାସ ରଚିଲେ ଦିପା କର୍ମକାର । ଷ୍ଟାର୍ ଇଣ୍ଡିଆନ୍ ଜିମ୍ନାଷ୍ଟ ଦିପା କର୍ମକାର ଏସିଆନ୍ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ ୨୦୨୪ ରେ ଏକ ଚମତ୍କାର ରେକର୍ଡ ହାସଲ କରିଛନ୍ତି । ଏବଂ ଏସୀୟ ଚାମ୍ପିଅନ୍ ହୋଇଥିବା ପ୍ରଥମ ଭାରତୀୟ ଜିମ୍ନାଷ୍ଟ ହୋଇଛନ୍ତି ।
🤸♀️ DIPA KARMAKAR BECAME FIRST INDIAN GYMNAST TO BECOME ASIAN CHAMPION
Historic Moment for Indian Gymnastics as Dipa Karmakar became Asian Champion in Women's Vault with average score of 13.566
V1 – 13.566 (D: 5.200, E: 8.466, P: -0.1)
V2 – 13.566 (D: 5.000, E: 8.666, P: -0.1) pic.twitter.com/KDrgqGfVc9— SPORTS ARENA🇮🇳 (@SportsArena1234) May 26, 2024
କର୍ମକାର ମହିଳା ଭାଲ୍ଟରେ ହାରାହାରି ୧୩.୫୬୬ ସ୍କୋର ହାସଲ କରିଥିଲେ । ବାକୁ ଆପ୍ରାଟସ୍ ବିଶ୍ୱକପ୍ ୨୦୨୪ ରେ ମହିଳା ଭାଲ୍ଟ ଇଭେଣ୍ଟରେ ଦିପା କର୍ମକାର ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି । ୨୦୨୪ ମସିହାରେ ଏସୀୟ ଜିମ୍ନାଷ୍ଟିକ୍ ଚାମ୍ପିଅନସିପ୍ ସମୟରେ ଦିପା କର୍ମକାରଉଜ୍ଜ୍ୱଳ ରେକର୍ଡ ହାସଲ କରିଥିଲେ ।