28.1 C
Bhubaneswar
Friday, June 6, 2025
Homeଓଡିଶାଧୀରଜ ଗାନ୍ଧି ପରିବାରର ଏଟିମ୍‌: ଧର୍ମେନ୍ଦ୍ର

ଧୀରଜ ଗାନ୍ଧି ପରିବାରର ଏଟିମ୍‌: ଧର୍ମେନ୍ଦ୍ର

ଭୁବନେଶ୍ୱର: ମଦ ଟଙ୍କା ନେଇ ଧୀରଜ ସାହୁଙ୍କ ମନ୍ତବ୍ୟ ଉପରେ ଧର୍ମେନ୍ଦ୍ରଙ୍କ କଟାକ୍ଷ ହୋଇଥିବା ସୂଚନା ରହିଛି । ରେର୍ର ସପ୍ତାହ ପରେ ଧୀରଜଙ୍କ ମନ୍ତବ୍ୟ ଲୋକଙ୍କ ହଜମ ହେଉନି ବୋଲି ସୂଚନା ରହିଛି । ଅନେକ ରାଜ୍ୟର ଅବକାରୀ ନୀତିକୁ ଧୀରଜ ନିଜ ଇଚ୍ଛାରେ ଚଳାଉଥିଲେ । ବେଆଇନ ଭାବେ ଟଙ୍କା ଉପାର୍ଜନ କରିବା ତାଙ୍କର ବ୍ୟବସାୟ ପାଲଟିଥିଲା । ଧୀରଜ ସାହୁ ଗାନ୍ଧି ପରିବାରର ଏଟିଏମ୍ ଥିଲେ ବୋଲି ଦୁନିଆ ଜାଣିଛିି । ଗାନ୍ଧି ପରିବାର ସହ ଫଟୋ ଦେଖାଇ ଚାପ ପକାଇବା ତାଙ୍କ ଅଭ୍ୟାସ ଥିଲା । ଆଉ ଏବେ ପ୍ରଶ୍ନ ଉଠୁଛି ଏତେ ପରିମାଣର ଟଙ୍କା ଆସିଲା କେଉଁଠୁ ବୋଲି ଗଣମାଧ୍ୟମ ଆଗରେ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking