30.1 C
Bhubaneswar
Thursday, June 19, 2025
Homeଓଡିଶାଠିକାଦାର,କ୍ଲର୍କ ଗିରଫ

ଠିକାଦାର,କ୍ଲର୍କ ଗିରଫ

ସମ୍ବଲପୁର : ଜାଲିଆତି ଓ ଫଲ୍ସ ବିଲ୍ ମାମଲାରେ ୨ ଜଣଙ୍କୁ ଗିରଫ କଲା ସିବିଆଇ । ଠିକାଦାର ନବଦୀପ ସିଂ ଚାୱଲା,କ୍ଲକ ରବି କୁମାର ରାଜେଶ ଗିରଫ । ସମ୍ବଲପୁର ସିପିଡବ୍ଲ୍ୟୁଡି ଇଲେକ୍ଟ୍ରିକାଲ କାର୍ଯ୍ୟାଳୟର କ୍ଲର୍କ ରବି ରାଜେଶ । ସରକାରୀ ଯନ୍ତ୍ରୀଙ୍କ ସମେତ ୫ ଜଣଙ୍କ ନାଁରେ ମାମଲା କଲା ସିବିଆଇ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking