26.1 C
Bhubaneswar
Thursday, April 30, 2026
Homeଓଡିଶାତିନି ଦଫା ଦାବି ନେଇ ଯାଜପୁର ଜ଼ିଲ୍ଲା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ପତ୍ର

ତିନି ଦଫା ଦାବି ନେଇ ଯାଜପୁର ଜ଼ିଲ୍ଲା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ପତ୍ର

ଯାଜପୁର: ମୂଖ୍ୟମନ୍ତ୍ରୀ ବିରୋଧି ଦଳ ରେ ଥିଲା ବେଳେ ଆଉଟ୍ ସୋର୍ଶିଂଙ୍ଗି କର୍ମ ଚାରି ମାନଂକ ଦାବୀ କୁ ସମର୍ଥନ କରି ବିଧାନ ସଭାର ରେ ସେମାନଙ୍କ ଦାବୀ ପାଇଁ ତୁମ୍ବି ତୋଫାନ କରି ଥିଲେ ଏବେ ନିଜେ ମୂଖ୍ୟ ମନ୍ତ୍ରୀ ଶ୍ରୀ ଯୁକ୍ତ ମୋହନ ଚରଣ ମାଝି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ବଦଳ ରେ ଚଟେଇ କରୁଛନ୍ତି ସେମାନଙ୍କ ଦାବୀ କଣ ଭୁଲି ଗଲେ ଣୀ ତାହା ପ୍ରଶ୍ନ ବାଚୀ ସୃଷ୍ଟ କରୁଚି ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ଡାକରାରେ ତିନି ଦଫା ଦାବି ନେଇ ଯାଜପୁର ଜ଼ିଲ୍ଲା ଆଉଟ ସୋର୍ସିଙ୍ଗ କର୍ମଚାରୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଯାଜପୁର ଜ଼ିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି | ଛଟେଇ ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଅନ୍ୟ କୌଣସି କର୍ମଚାରୀଙ୍କୁ ଛଟେଇ ନ କରିବା, ଆଉଟସୋର୍ସିଙ୍ଗ କର୍ମଚାରୀଙ୍କୁ ସରକାରୀ ଭାବେ ସ୍ଥାଇ କରିବା ଦାବିନେଇ ଦାବି ପତ୍ର ପ୍ରଦାନ କରାଯାଇଛି | ଦାବି ପୂରଣ ନିମନ୍ତେ ଚଳିତ ମାସ 17ତାରିଖରୁ 21ତାରିଖ ପର୍ଯ୍ୟନ୍ତ ସରକାର ଉପରେ ଚାପ ସୃଷ୍ଟି କରିବା ପାଇଁ କଳାବ୍ୟାଚ ପରିଧାନ କରାଯିବ | ଯଦି ସରକାର ଆଉଟସୋର୍ସିଙ୍ଗ କର୍ମଚାରୀଙ୍କ ଦାବି ପ୍ରତି କର୍ଣପାତ ନ କରନ୍ତି ଚଳିତ ମାସ 24ତାରିଖ ଦିନ ସାରା ରାଜ୍ୟର ଆଉଟ ସୋର୍ସିଙ୍ଗ କର୍ମଚାରୀ ମାନେ ଭୁବନେଶ୍ୱରରେ ଆନ୍ଦୋଳନ କରିବେ ବୋଲି ମହାସଙ୍ଘ ନିଷ୍ପତି ନେଇଛି ବୋଲି ଆଉଟ ସୋର୍ସିଙ୍ଗ କର୍ମଚାରୀ ପ୍ରକାଶ କରିଛନ୍ତି,|

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking