29.1 C
Bhubaneswar
Thursday, April 24, 2025
Homeଓଡିଶାରାଜ୍ୟରେ ବଢୁଛି ଇଭି ଚାହିଦା : ମନ୍ତ୍ରୀ

ରାଜ୍ୟରେ ବଢୁଛି ଇଭି ଚାହିଦା : ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବ୍ୟାଟେରି ଚାଳିତ ଗାଡିର ଚାହିଦା ବଢୁଛି । ଗତ ୫ ବର୍ଷରେ ୮୫୮୧ଟି  ଦୁଇଚକିଆ ଯାନ ବିକ୍ରି ହୋଇଛି । ୯୬୫ଟି ତିନିଚକିଆ ଓ ୮୫୪ ଚାରିଚକିଆ ଯାନ ବିକ୍ରି ହୋଇଛି । ୭୩ଟି ବସ ଯାହା ବିଦ୍ୟୁତ  ଚାଳିତ ଯାନ ଚାଲିଛି । ଏନେଇ ଗୃହରେ ପରିବହନ ମନ୍ତ୍ରୀ ବିଭୂତି ଜେନା ଉତ୍ତର ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking