25 C
Bhubaneswar
Thursday, April 23, 2026
Homeଦେଶ ବିଦେଶଦିଲ୍ଲୀ ନିର୍ବାଚନ: ଅପଡେଟ

ଦିଲ୍ଲୀ ନିର୍ବାଚନ: ଅପଡେଟ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଶନିବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି।   ପ୍ରାରମ୍ଭିକ ଟ୍ରେଣ୍ଡରେ ବହୁମତଠାରୁ ବିଜେପି ବହୁ ଆଗରେ ରହିଥିଲା। ତେବେ ପରବର୍ତ୍ତୀ ସମୟରେ ଆପ୍ ଏବଂ  ବିଜେପି ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। ଫଳାଫଳ ପୂର୍ବରୁ ଏଗଜିଟ ପୋଲ ଯେଉଁ ତଥ୍ୟ ଦେଉଛି, ସେଥିରେ ବିଜେପି ସରକାର ଗଠନ କରିବା ଏକପ୍ରକାର ନିଶ୍ଚିତ। ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭାର ଗୋଟିଏ ପର୍ଯ୍ୟାୟରେ ମତଦାନ ଫେବୃଆରୀ ୫ ତାରିଖରେ ହୋଇଥିଲା।

ଦିଲ୍ଲୀ ବିଜେପି ଆପ କଂଗ୍ରେସ ଅନ୍ୟାନ୍ୟ
70 47 23 0 0

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking