27.1 C
Bhubaneswar
Sunday, September 8, 2024
Homeଓଡିଶାପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ

ପୁରୀରେ ହବିଷ୍ୟାଳିଙ୍କ ମୃତ୍ୟୁ

ପୁରୀ : ପୁରୀ ମେଡିକାଲରେ ଜଣେ ଅସୁସ୍ଥ ହବିଷ୍ୟାଳିଙ୍କ ମୃତ୍ୟୁ । ଭୋରରେ ମହାପ୍ରଭୁଙ୍କୁ ଦର୍ଶନ ବେଳେ ଅସୁସ୍ଥ ହୋଇ ପଡିଥିଲେ । ଅସୁସ୍ଥ ହେବାରୁ ମେଡିକାଲ ନିଆଯାଇଥିଲା , ଚିକିସôାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୃତ ହବିଷ୍ୟାଳି ଜଣଙ୍କ ନୟାଗଡ ଜିଲ୍ଲାର ହୋଇଥିବା ସୂଚନା ।

ମୁମ୍ବାଇକୁ ଘାରିଲା ଜିକା ଭାଇରସ୍‌ ଚିନ୍ତା, ୧୦ ଆକ୍ରାନ୍ତ ଚିହ୍ନଟ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking