34.1 C
Bhubaneswar
Friday, March 29, 2024
Homeଓଡିଶାଦନ୍ତାହାତୀର ମୃତଦେହ ଠାବ

ଦନ୍ତାହାତୀର ମୃତଦେହ ଠାବ

କଟକ : କଟକ ଜିଲା ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଜଳରେ ପୁଣି ଆଉ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଥିବା ଜଣାପଡ଼ିଛି। ରାଜବଲ୍ଲଭପୁର ରିଜର୍ଭ ବନ ଘୁମାଘାସୁଆ ପାହାଡ ନିକଟରେ ହାତୀଟିର ମୃତଦେହ ପଡ଼ିରହିଛି। ୨ ଦିନ ହେବ ମୃତଦେହ ପଡ଼ି ରହିଥିଲେ ମଧ୍ୟ ବନ ବିଭାଗ ନିକଟରେ ଏନେଇ କୌଣସି ଖବର ନଥିବା ଜଣାପଡ଼ିଛି। ଦନ୍ତାହାତୀଟିର ମୃତ୍ୟୁ ୨ ଦିନ ତଳେ ହୋଇଛି ବୋଲି ସନ୍ଦେହ କରାଯାଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking