26.1 C
Bhubaneswar
Thursday, September 19, 2024
Homeଓଡିଶାକଟକ ହତ୍ୟା : ଜଣେ ଅଟକ

କଟକ ହତ୍ୟା : ଜଣେ ଅଟକ

କଟକ : ମା’କୁ ଦୁଇ ପୁଅ ମାରିଦେବା ଘଟଣା । ଜଣେ ଅଟକ ଓ ଅନ୍ୟ ଜଣେ ଫେରାର୍ । ଅଟକ ଜଣକ ମୃତ ମହିଳାଙ୍କ ପୁଅ । ପ୍ରାଥମିକ ତଦନ୍ତରୁ ମା’କୁ ପୁଅ ମାରିଥିବା ସୂଚନା । ଅଟକ ପୁଅ ମାନସିକ ବିକାରଗ୍ରସ୍ତ ଜଣାପଡିନି । ପୁଲିସ ଏଯାଏଁ କୌଣସି ମେଡିକାଲ ରିପୋର୍ଟ ପାଇନି । ଘଟଣାରେ ପୁଲିସ ଅଧିକାରୀ ଅଧିକ ତଦନ୍ତ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking