28.5 C
Bhubaneswar
Saturday, July 25, 2026
Homeଓଡିଶାସୁନାବେଶ ପାଇଁ ପୁରୀରେ ଭିଡ଼: ଏବେଠୁ ଟ୍ରାଫିକ ଜାମ୍

ସୁନାବେଶ ପାଇଁ ପୁରୀରେ ଭିଡ଼: ଏବେଠୁ ଟ୍ରାଫିକ ଜାମ୍

ଭୁବନେଶ୍ୱର : ଆଜି ଶ୍ରୀଜିଉଙ୍କ ସୁନାବେଶ ପାଇଁ ପୁରୀରେ ଭିଡ଼ ଜମିବାରେ ଲାଗିଛି । ଏବେଠାରୁ ଟ୍ରାଫିକ ଜାମ୍ ହେବା ଆରମ୍ଭ ହୋଇଗଲାଣି । ଏଥିପାଇଁ ଟ୍ରାଫିକ ପୁଲିସ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଭୁବନେଶ୍ବରରୁ ପୁରୀ ଆଡ଼କୁ ଅଧିକରୁ ଅଧିକ ବାହାନ ଯାଉଛି ଏବଂ ଏହା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ଏନେଇ ପୁରୀ ଟ୍ରାଫିକ କଣ୍ଟ୍ରୋଲ ରୁମ ପକ୍ଷରୁ ସଚେତନ କରାଯାଇଛି । ସବୁ ଗାଡ଼ିକୁ ତାଳବଣିଆ ଏକ୍ସିସ୍‌ ଆଡ଼କୁ ଯିବାକୁ ପରାମର୍ଶ ଦିଆଯାଉଛି । ମାଳତିପାଟପୁରରେ ପ୍ରାୟ ୧ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିପାରେ ଏବଂ ଏହି ସମୟ ଆଗକୁ ବଢ଼ିପାରେ ବୋଲି କୁହାଯାଇଛି । ସତର୍କ ରହିବା ସହ ସେହି ଅନୁଯାୟୀ ଯାତ୍ରା କରିବା ପାଇଁ ଯୋଜନା କରିବାକୁ କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking