28.1 C
Bhubaneswar
Sunday, November 17, 2024
Homeଓଡିଶାଘରୋଇ ଲ୍ୟାବରେ କରୋନା ଟେଷ୍ଟ ଫି’ ୨୨୦୦

ଘରୋଇ ଲ୍ୟାବରେ କରୋନା ଟେଷ୍ଟ ଫି’ ୨୨୦୦

ଭୁବନେଶ୍ୱର: ଘରୋଇ ଲ୍ୟାବରେ କରୋନା ଟେଷ୍ଟ କଲେ ଏବେ ଦେବାକୁ ପଡିବ ୨୨ ଶହ ଟଙ୍କା । ଆରଟି-ପିସିଆର ଟେଷ୍ଟ ପାଇଁ ସର୍ବାଧିକ ଫି’ ରାଜ୍ୟ ସରକାର ଧାର୍ଯ୍ୟ କରିଛନ୍ତି । ଜିଏସଟି ସହ ସର୍ବାଧିକ ଫି ୨୨ ଶହ ଟଙ୍କା କରିଛନ୍ତି ସରକାର । ଟେଷ୍ଟ ପାଇଁ ଭୁବନେଶ୍ୱରର ୪ଟି ଘରୋଇ ହସ୍ପିଟାଲକୁ ଅନୁମତି ଦିଆଯାଇଛି । ସେହି ହସ୍ପିଟାଲ ଗୁଡିକ ମଧ୍ୟରେ ଆପୋଲ ହସ୍ପିଟାଲ, ସମ୍ ହସ୍ପିଟାଲ ଇନଡିଏନଏ ଲାଇଫ୍ ସାଇନ୍ସ ଲି, ଜେନଏକ୍ସ ଡାଇଗ୍ନୋଷ୍ଟିକ୍ସ କୁ ଦିଆଯାଇଛି ଅନୁମତି । ଆରଏମଏସି ତତ୍ୱାବଧାନରେ ଘରୋଇ କ୍ଲିନିକ ଟେଷ୍ଟ କରିପାରିବେ ବୋଲି କୁହାଯାଇଛି । ଯେ କେହି ଟେଷ୍ଟ କରିବାକୁ ଚାହିଁବେ, ଫି ଦେଇ ଟେଷ୍ଟ କରିପାରିବେ ।

ସତର୍କ କରାଇଲେ ବାଗଚୀ

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking