28.1 C
Bhubaneswar
Thursday, September 19, 2024
Homeଓଡିଶାସୀମାନ୍ତରେ ବଢୁଛି କୋଭିଡ

ସୀମାନ୍ତରେ ବଢୁଛି କୋଭିଡ

ଭୁବନେଶ୍ୱର: କୋଭିଡ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ନିଜ ପ୍ରତିକ୍ରିୟା ରଖିଛନ୍ତି । ନବରଙ୍ଗପୁର, ମାଲକାନଗିରି ଗସ୍ତ ପରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ମନ୍ତବ୍ୟ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲାରେ ସଂକ୍ରମଣ ବଢୁଥିବା କହିଲେ । ନବରଙ୍ଗପୁର, ସମ୍ବଲପୁର, ନୂଆପଡାରେ କୋଭିଡ୍ କେସ୍ ବଢୁଛି ।

ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖାଯାଇଛି । ସଂକ୍ରମଣ କେବେ କମିବ ତାହା ଏବେଠୁ କହିହେବନି । ପିକ୍ ନେବା ପରେ ପ୍ଲାଟୋ ଷ୍ଟେଜକୁ ଆସିଲାଣି ଏବଂ ଏମିତି କିଛି ଦିନ ରହିବ ବୋଲି ସୂଚନା । ପ୍ରତିଦିନ ୩୦୦/୪୦୦ କେସ ରହୁଛି ଏବଂ ଆମକୁ ଏଥିପାଇଁ ସତର୍କ ରହିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଜାରି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking