28.1 C
Bhubaneswar
Thursday, May 2, 2024
Homeଓଡିଶାରାଜ୍ୟରେ ୨୪ଘଣ୍ଟାରେ ୫୮ ହଜାର ୩୩୮ ନମୁନା ପରୀକ୍ଷା

ରାଜ୍ୟରେ ୨୪ଘଣ୍ଟାରେ ୫୮ ହଜାର ୩୩୮ ନମୁନା ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ ୨୪ଘଣ୍ଟାରେ ୫୮ ହଜାର ୩୩୮ ନମୁନା ପରୀକ୍ଷା କରାଯାଇଛି। ଆଣ୍ଟିଜେନ ୫୦,୪୪୯, ଆରଟିପିସିଆର ୭,୮୧୩, ଟ୍ରୁନେଟରେ ୭୬ପରୀକ୍ଷା ହୋଇଥିବା ସୂଚନା ମିଳିଛି । କେନ୍ଦ୍ରାପଡାରେ ସର୍ବାଧିକ ୮ହଜାର ୮୭ ନମୁନା ପରୀକ୍ଷା କରାଯାଇଥିବା ବେଳେ ମୟୂରଭଞ୍ଜ ରେ ୭,୯୧୫, ଗଞ୍ଜାମରେ ୭,୬୨୪ ନମୁନା ପରୀକ୍ଷା ହୋଇଛି । ଏସସିବିରେ ୧୫୩୩, ଆରଏମଆରସିରେ ୧୪୫୮ ନମୁନା ପରୀକ୍ଷା ହୋଇଛି । ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking