ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କରୋନା ସଂକ୍ରମଣ କମିବାରେ ଲାଗିଛିି । ଏହାରି ମଧ୍ୟରେ ଆଜି ପୁଣି ୩୦ ଜିଲ୍ଲାରୁ ୧୭୯୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୦୩୧ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୭୬୨ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୭୭,୮୮୭କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Covid-19 Report For 21st October
New Positives Cases: 1793
In quarantine: 1031
Local contacts: 762(Details of local contacts will be shared by concerned District Administration)
District Wise Cases:
1. Angul: 107
2. Balasore: 40
3. Bargarh: 61
4. Bhadrak: 68
5. Balangir: 76— I & PR Department, Odisha (@IPR_Odisha) October 23, 2020
6. Boudh: 4
7. Cuttack: 160
8. Deogarh: 8
9. Dhenkanal: 22
10. Gajapati: 11
11. Ganjam: 16
12. Jagatsinghpur: 52
13. Jajpur: 76
14. Jharsuguda: 53
15. Kalahandi: 45
16. Kandhamal: 20
17. Kendrapada: 61
18. Keonjhar: 63
19. Khurda: 208
20. Koraput: 34
21. Malkangiri: 34— I & PR Department, Odisha (@IPR_Odisha) October 23, 2020
22. Mayurbhanj: 104
23. Nawarangpur: 65
24. Nayagarh: 34
25. Nuapada: 84
26. Puri: 82
27. Rayagada: 14
28. Sambalpur: 40
29. Sonepur: 8
30. Sundargarh: 99
31. State Pool: 44New recoveries: 2128
Cumulative tested: 4240241
Positive: 277887
Recovered: 257041
Active cases: 19579— I & PR Department, Odisha (@IPR_Odisha) October 23, 2020
୧୭୯୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୨୦୮ ଜଣ ଥିବାବେଳେ କଟକରୁ ୧୬୦, ଅନୁଗୁଳରୁ ୧୦୭, ବାଲେଶ୍ୱରରୁ ୪୦, ବରଗଡ଼ରୁ ୬୧, ଭଦ୍ରକରୁ ୬୮, ବଲାଙ୍ଗିରରୁ ୭୬, ବୌଦ୍ଧରୁ ୪, ଦେବଗଡ଼ରୁ ୮, ଢେଙ୍କାନାଳରୁ ୨୨, ଗଜପତିରୁ ୧୧, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୫୨, ଯାଜପୁରରୁ ୭୬, ଝାରସୁଗୁଡ଼ାରୁ ୫୩, କଳାହାଣ୍ଡିରୁ ୪୫, କନ୍ଧମାଳରୁ ୨୦, କେନ୍ଦ୍ରାପଡ଼ାରୁ ୬୧, କେନ୍ଦୁଝରରୁ ୬୩, କୋରାପୁଟରୁ ୩୪, ମାଲକାନଗିରିରୁ ୩୪, ମୟୂରଭଞ୍ଜରୁ ୧୦୪, ନବରଙ୍ଗପୁରରୁ ୬୫, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୮୪, ପୁରୀରୁ ୮୨, ରାୟଗଡ଼ାରୁ ୧୪, ସମ୍ବଲପୁରରୁ ୪୦, ସୋନପୁରରୁ ୮, ସୁନ୍ଦରଗଡ଼ରୁ ୯୯ ଏବଂ ଷ୍ଟେଟ୍ ଫୁଲ୍ରୁ ୪୪ ଜଣ ଅଛନ୍ତି ।
ରାଜ୍ୟରେ ଏ ପର୍ଯ୍ୟନ୍ତ ୪୨, ୪୦, ୨୪୧ କରୋନା ନମୁନା ପରୀକ୍ଷଣ ହୋଇଛି । ଶୁକ୍ରବାର ସକାଳ ସୁଦ୍ଧା ୨ ଲକ୍ଷ ୭୭ ହଜାର ୮୮୭ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨,୫୭, ୦୪୧ ଜଣ ସୁସ୍ଥ ହୋଇଛନ୍ତି । ୧୯, ୫୭୯ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୨୧୪ ଜଣଙ୍କର ମୃତ୍ୟୁ ହୋଇଛି ।ଆଉ ୫୩ ଜଣ କରୋନା ପଜିଟିଭଙ୍କର ମୃତ୍ୟୁ ଘଟିଥିଲେ ବି କରୋନା ଯୋଗୁ ସେମାନଙ୍କ ମୃତ୍ୟୁ ହୋଇନଥିବା ସରକାର କହିଛନ୍ତି ।