35.1 C
Bhubaneswar
Sunday, May 17, 2026
Homeଓଡିଶାହାଇୱା ଧକ୍କାରେ ଦମ୍ପତି ମୃତ

ହାଇୱା ଧକ୍କାରେ ଦମ୍ପତି ମୃତ

ତାଳଚେର: କଣ୍ଡାଳ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଗୋଟିଏ ବାଇକରେ ଯାଉଥିବା ଦମ୍ପତିଙ୍କୁ ଏକ ହାଇୱା ଧକ୍କା ଦେବା ଫଳରେ ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। କଣ୍ଡାଳ ପେଟ୍ରୋଲ ପମ୍ପକୁ ବାଇକରେ ପେଟ୍ରୋଲ ପକାଇବାକୁ ଯିବାବେଳେ ଦୁର୍ଘଟଣା ଘଟିଥିଲା। ବିପରିତ ଦିଗରୁ ଆସୁଥିବା ହାଇୱା ସେମାନଙ୍କ ବାଇକୁ ଧକ୍କା ଦେଇଥିଲା। ଉଭୟଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking