27.1 C
Bhubaneswar
Saturday, July 12, 2025
Homeକରୋନାଦେଶରେ ୨୪ ଘଣ୍ଟାରେ ୮୮ହଜାର ୬୦୦କରୋନା ଆକ୍ରାନ୍ତ ଚିହ୍ନଟ, ୧,୧୨୪ ମୃତ୍ୟୁ,

ଦେଶରେ ୨୪ ଘଣ୍ଟାରେ ୮୮ହଜାର ୬୦୦କରୋନା ଆକ୍ରାନ୍ତ ଚିହ୍ନଟ, ୧,୧୨୪ ମୃତ୍ୟୁ,

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୮୮ହଜାର ୬୦୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୯ ଲକ୍ଷ ୯୨ ହଜାର ୫୩୨ ରେ ପହଞ୍ଚିଛି। ସେହିପରି ଗୋଟିଏ ଦିନରେ ୧,୧୨୪ ଜଣ କରୋନା କରୋନା ଆକ୍ରାନ୍ତରେ ପ୍ରାଣ ହରାଇଛନ୍ତି। ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୯୪ ହଜାର ୫୦୩ କୁ ବୃଦ୍ଧି ପାଇଛି। ଦେଶରେ ଏବେ ୯ ଲକ୍ଷ ୫୬ ହଜାର ୪୦୨ ଜଣ ସକ୍ରିୟ ରୋଗୀ ଥିବାବେଳେ ୪୯ ଲକ୍ଷ ୪୧ ହଜାର ୬୨୭ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking