29.1 C
Bhubaneswar
Saturday, May 4, 2024
Homeଓଡିଶାଭାରତରେ ବର୍ତମାନ କରୋନା ସ୍ଥିତି କିଭଳି ରହିଛି ?

ଭାରତରେ ବର୍ତମାନ କରୋନା ସ୍ଥିତି କିଭଳି ରହିଛି ?

ନୂଆଦିଲ୍ଲୀ: କରୋନା ମହାମାରୀ ବର୍ତମାନ ସାରା ବିଶ୍ୱକୁ କବଳିତ କରି ରଖିଛି ।  ଏପର୍ଯ୍ୟନ୍ତ କରୋନାର ଅନେକ ଭାରିଏଣ୍ଟ ମଧ୍ୟ ଚିହ୍ନଟ ହୋଇଛନ୍ତି । ଯାହା ଏହି ମହାମାରୀକୁ ଆହୁରି ବିପଦପୂର୍ଣ୍ଣ କରୁଛି । ଭାରତରେ ଏବେ ଆକ୍ଟିଭ କେସ ୪,୫୯,୯୨୦  ରହିଥିବା ବେଳେ ସୁସ୍ଥ ହୋଇଛନ୍ତି ୨,୯୭,୯୯,୫୩୪ । ମୃତ୍ୟୁ ସଂଖ୍ୟା ୪,୦୪,୨୧୧ରେ ପହଂଚିଛି  । ସେହିଭଳି ଜୁଲାଇ ୬ ରେ ୧୯,୦୭,୨୧୬ ନମୁନା ପରୀକ୍ଷା ହୋଇଥିବା ବେଳେ ଜୁଲାଇ ୬ ପର୍ଯ୍ୟନ୍ତ ୪୨.୩୩ କୋଟି ଲୋକଙ୍କ ନମୁନା ପରୀକ୍ଷା କରାଯାଇଛି । ଅନ୍ୟପଟେ ଜୁଲାଇ ୭ ତାରିଖ ପର୍ଯ୍ୟନ୍ତ ୩୬.୧୩ କୋଟି ଲୋକଙ୍କ ଟିକାକରଣ କରାଯାଇଛି ।
ତେବେ ଭାରତରେ ବର୍ତମାନ କରୋନା ସ୍ଥିତି କିଭଳି ରହିଛି, ନଜର ପକାନ୍ତୁ ଏହି ଟେବୁଲ ଉପରେ..

ଓଡିଶାରେ ବର୍ତମାନ କରୋନା ସ୍ଥିତି କିଭଳି ରହିଛି, ନଜର ପକାନ୍ତୁ ଏହି ଟେବୁଲ ଉପରେ..

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking