25.1 C
Bhubaneswar
Wednesday, January 8, 2025
Homeଓଡିଶାଜି.ଉଦୟଗିରିରେ ସବୁଠୁ ଥଣ୍ଡା ସହର

ଜି.ଉଦୟଗିରିରେ ସବୁଠୁ ଥଣ୍ଡା ସହର

କନ୍ଧମାଳ : ଜି.ଉଦୟଗିରି ହଉଛି ସବୁଠୁ ଥଣ୍ଡା ସହର । କନ୍ଧମାଳରେ ହାଡଭଙ୍ଗା ଶୀତର ଲହରୀ ଜାରି ରହିଛି । ଏଥିପାଇଁ ଅସ୍ତ ବ୍ୟସ୍ତ ହୋଇପଡିଛି ଜନଜୀବନ । ୬° ତାପମାତ୍ରା ସହ ଜି ଉଦୟଗିରିରେ ସବୁଠୁ ଥଣ୍ଡା ଅନୁଭୂତ ହେଉଛି । ସାରା ରାଜ୍ୟରେ ଜି ଉଦୟଗିରିରେ ସବୁଠୁ ଥଣ୍ଡା ଅଂଚଳ । ଅଧିକ ଥଣ୍ଡା ଜାରି ରହିବା ସହ ଘନ କୁହୁଡିର ଆସ୍ତରଣ ମଧ୍ୟ ଢାଙ୍କି ରହିଛି ।ଯାହାଫଳରେ ଯାନବାହାନ ଚଳାଚଳ ବାଧା ସୃଷ୍ଟି ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking