27.1 C
Bhubaneswar
Saturday, July 27, 2024
Homeଓଡିଶାଧବଳେଶ୍ୱର ପୀଠରେ ପୂଜକଙ୍କ ଧାରଣା

ଧବଳେଶ୍ୱର ପୀଠରେ ପୂଜକଙ୍କ ଧାରଣା

ଆଠଗଡ଼ : ବଡ଼ଓଷା ପୂର୍ବରୁ ବିବାଦ। ଆସନ୍ତାକାଲି ଧବଳେଶ୍ବରଙ୍କ ପୀଠରେ ପାଳନ ହେବ ବଡ଼ ଓଷା। ହେଲେ ଏହାପୂର୍ବରୁ ମନ୍ଦିରରେ ତାଲା, ଧାରଣାରେ ପୂଜକ। ଆଠଗଡ଼ ଧବଳେଶ୍ବର ମନ୍ଦିରରେ ପ୍ରଶାସନ ଓ ପୂଜକଙ୍କ ମଧ୍ୟରେ ବଚସା। ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଏହି ସମୟରେ କଥା କଟାକଟି ଓ ବ୍ୟାରିକେଡ ପରିବର୍ତ୍ତନ ନେଇ ମୁହାଁମୁହିଁ ହୋଇଛନ୍ତି ପ୍ରଶାସନ ଓ ପୂଜକ। ମନ୍ଦିରର ମୁଖ୍ୟ ଦ୍ବାରରେ ତାଲା ପକାଇ ଧାରଣାରେ ବସିଛନ୍ତି। ପଞ୍ଚୁକ ପାଇଁ ମନ୍ଦିର ବାହାରେ ଛିଡ଼ା ହୋଇଛନ୍ତି ହଜାର ହଜାର ଭକ୍ତ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking