35.1 C
Bhubaneswar
Thursday, May 30, 2024
Homeଅପରାଧକନେଷ୍ଟେବଲ ନେଉଥିଲେ ୬ ଲକ୍ଷ!

କନେଷ୍ଟେବଲ ନେଉଥିଲେ ୬ ଲକ୍ଷ!

ବୌଦ୍ଧ : ଭିଜିଲାନ୍ସ ଜାଲରେ ସ୍ପେଶାଲ ଟିମର କନେଷ୍ଟେବଲ । ସ୍ପେଶାଲ ଟିମର କନେଷ୍ଟେବଲ ହରୀଶ ଚନ୍ଦ୍ର ସାହୁ ଧରାପଡିଲେ । ୬ ଲକ୍ଷ ଟଙ୍କା ଧରି ଯାଉଥିବା ବେଳେ ବଘିଆପଡାରୁ ଧରିଲା ଭିଜିଲାନ୍ସ । ସେ ଏତେ ଟଙ୍କା ଧରି କୁଆଡେ ଯାଉଥିଲେ , ତଦନ୍ତ କରୁଛି ଭିଜିଲାନ୍ସ ।

ପତ୍ନୀ ଆଇବ୍ରୋ ସେପ୍‌କୁ ନେଇ ରାଗିଗଲେ ସ୍ୱାମୀ, ଦେଇଦେଲେ ତଲାକ

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking