30.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶସୋନିଆ ରହିବେ ଅନ୍ତରୀଣ ଅଧ୍ୟକ୍ଷ

ସୋନିଆ ରହିବେ ଅନ୍ତରୀଣ ଅଧ୍ୟକ୍ଷ

ନୂଆଦିଲ୍ଲୀ: କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ରହିବେ ସୋନିଆ ଗାନ୍ଧୀ । ସିଡବ୍ଲ୍ୟୁସି ବୈଠକରେ ସୋନିଆଙ୍କୁ ନେଇ ସହମତି ସୂଚନା ମିଳିଛି । ନୂଆ ଅଧ୍ୟକ୍ଷ ନିର୍ବାଚନ ପର୍ଯ୍ୟନ୍ତ ସୋନିଆ ଗାନ୍ଧୀ ଦାୟିତ୍ୱରେ ରହିବେ । ୬ ମାସ ଭିତରେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ସହମତି ରହିଛି । ସିଡବ୍ଲ୍ୟୁସିର ୬ ଘଣ୍ଟାର ମାରାଥନ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି । ଏବେ ସୋନିଆ ଗାନ୍ଧୀ ୧ ବର୍ଷ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ । ସେ ଏହାକୁ ନେଇ ନିଜ ମତରେ କହିଥିଲେ ଯେ, ସେ ଏବେ ଏଥିରେ ରହିବାକୁ ଚାହୁଁନାହାନ୍ତି । ହେଲେ ଏନେକ ନେତା ତାଙ୍କୁ ଏହି ପଦରେ ରହିବାକୁ ଅପିଲ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking