29.1 C
Bhubaneswar
Tuesday, July 15, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ଦଶହରା ଶୁଭେଚ୍ଛା

ମୁଖ୍ୟମନ୍ତ୍ରୀଙ୍କ ଦଶହରା ଶୁଭେଚ୍ଛା

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ବିଜୟା ଦଶମୀର ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ ଜରିଆରେ ଶୁଭେଚ୍ଛା ଜଣାଇ ସେ ଲେଖିଛନ୍ତି ଯେ, ‘ଦଶହରା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା । ମା ଦୁର୍ଗାଙ୍କ ଆଶୀର୍ବାଦରୁ ପ୍ରତିଟି ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ।’ ସୂଚନାଯୋଗ୍ୟ ଦେଶରେ ଏବେ କରୋନା ସଂକ୍ରମଣ କମିଥିଲେ ବି ଏହା ଜାରି ରହିଛି । ପ୍ରତିଦିନ ଶହ ଶହ ସଂଖ୍ୟାରେ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । କରୋନା ପାଇଁ ପୂଜା ମଣ୍ଡପରେ ଦଶହରା ମଧ୍ୟ ଫିକା ପଡିଛି । ମାଙ୍କ ଦର୍ଶନରୁ ବାଦ୍ ପଡିଛନ୍ତି ଶ୍ରଦ୍ଧାଳୁ । କେବଳ ବିଧି ରକ୍ଷା କରିବା ପାଇଁ ବିଭିନ୍ନ ପୂଜା ମଣ୍ଡପ ଗୁଡିକରେ କୋଭିଡ କଟକଣା ପାଳନ କରାଯାଇ ମାଙ୍କ ପୂଜାର୍ତ୍ତନା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking