30.1 C
Bhubaneswar
Sunday, May 19, 2024
Homeଓଡିଶା୧୨ରେ ମୁଖ୍ୟମନ୍ତ୍ରୀଙ୍କ ପିପିଲି ପ୍ରଚାର

୧୨ରେ ମୁଖ୍ୟମନ୍ତ୍ରୀଙ୍କ ପିପିଲି ପ୍ରଚାର

ଭୁବନେଶ୍ୱର: ୧୨ରେ ପିପିଲିରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭର୍ଚୁଆର ଯୋଗେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି । ୬ଟି ଜିଲ୍ଲା ପରିଷଦ ଜୋନ୍ ଓ ପିପିଲି ଏନଏସିରେ ପ୍ରଚାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ପ୍ରଚାର ଯୋଗେଁ ରୁଦ୍ରଙ୍କ ପାଇଁ ଭୋଟ ମାଗିବେ । ପ୍ରମୁଖ ରାଜନୈତିକ ଦଳର ଷ୍ଟାର ପ୍ରଚାରକମାନେ ନିଜ ପ୍ରାର୍ଥୀଙ୍କ ପ୍ରତି ଭୋଟରମାନଙ୍କୁ ଆକ୍ରୁଷ୍ଟ କରିବାକୁ ଉଦ୍ୟମ ଜାରି ରହିଛନ୍ତି।
ପିପିଲି ଉପନିର୍ବାଚନ ପାଇଁ ତିନି ପ୍ରମୁଖ ଦଳ କସରତ ଆରମ୍ଭ କରିଦେଇଛନ୍ତି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ଘର ଘର ବୋଲି ପ୍ରଚାର କରୁଥିବା ବେଳେ ବିଜେପିରୁ ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ପ୍ରଚାର କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking