41.1 C
Bhubaneswar
Sunday, April 28, 2024
Homeସ୍ୱାସ୍ଥ୍ୟକୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ଆମ୍ବ ଟାକୁଆ

କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ଆମ୍ବ ଟାକୁଆ

ନୂଆଦିଲ୍ଲୀ: କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ଲୋକ ସମସ୍ତ ପ୍ରକାରର ଉପାୟ ଅବଲମ୍ବନ କରନ୍ତି । ଏମିତିରେ ଆମ୍ବ ଟାକୁଆ ଅତ୍ୟନ୍ତ ଲାଭଦାୟକ । ଯଦି ଆମ୍ବ ଖାଇବା ପରେ ଟାକୁଆକୁ ଫିଙ୍ଗି ଦେଉଛନ୍ତି ତେବେ ଏହା ଆଦୌ କରନ୍ତୁ ନାହିଁ । କାରଣ ଏହା ବହୁତ ଲାଭଦାୟକ । ଆମ୍ବ ଟାକୁଆ ଖାଇ ଶରୀରରେ କୋଲେଷ୍ଟ୍ରଲ ତିଆରି କରିପାରିବେ । ସ୍ୱାସ୍ଥ୍ୟ ପାଇଁ କେବଳ ଆମ୍ବ ନୁହେଁ ଏହାର ଟାକୁଆ ମଧ୍ୟ ଲାଭଦାୟକ ଲାଭଦାୟକ । ଯଦି ଆମ୍ବ ଟାକୁଆ ଖାଉଛନ୍ତି ତେବେ ଏହା ଆପଣଙ୍କ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ପେଟ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂର କରିବାରେ ଆମ୍ବ ଟାକୁଆ ଅତ୍ୟନ୍ତ ଲାଭଦାୟକ ।

ଏହା ସହିତ ମଧୁମେହ ରୋଗୀମାନେ ଆମ୍ବ ଟାକୁଆ ଖାଇବା ଉଚିତ । ଏହା ଖାଇବା ଦ୍ୱାରା ଆପଣଙ୍କ ରକ୍ତ ଶର୍କରା ସ୍ତର ମଧ୍ୟ ନିୟନ୍ତ୍ରଣରେ ରହିବ । ଅର୍ଥାତ ମଧୁମେହ ରୋଗୀଙ୍କ ପାଇଁ ଆମ୍ବ ଟାକୁଆ ଅତ୍ୟନ୍ତ ଲାଭଦାୟକ । ଋତୁସ୍ରାବ ସମୟରେ ଯନ୍ତ୍ରଣାକୁ କମ୍‌ କରିବା ପାଇଁ ଆମ୍ବ ଟାକୁଆ ମଧ୍ୟ ଖାଇପାରିବେ । ହାର୍ଟକୁ ଫିଟ୍‌ ରଖିବାରେ ଆମ୍ବ ଟାକୁଆ ବେଶ୍‌ ଲାଭଦାୟକ । ଯେତେବେଳେ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ରହିବ ସେତେବେଳେ ହାର୍ଟ ଆଟାକ୍‌ ଆଶଙ୍କା କମିଯାଏ । ଦାନ୍ତ ପାଇଁ ଏହା ବହୁତ ଲାଭଦାୟକ । ଏଥିରେ ବେଶୀ ପରିମାଣର କ୍ୟାଲସିୟମ ଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking