29.5 C
Bhubaneswar
Saturday, June 20, 2026
Homeଓଡିଶାଚିକିଟି ବିଷାକ୍ତ ମଦ ମାମଲା : ଆଉ ଜଣେ ମୃତ

ଚିକିଟି ବିଷାକ୍ତ ମଦ ମାମଲା : ଆଉ ଜଣେ ମୃତ

ଚିକିଟି : ଚିକିଟି ବିଷାକ୍ତ ମଦ ଘଟଣାରେ ଆଜି ଆଉ ଜଣଙ୍କ ମୃତ୍ୟୁ ହୋଇଛି। ଫଳରେ ମଦମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ମୃତକ ଜଣଙ୍କ ଏମ୍‌‌କେସିଜି ଆଇସିୟୁରେ ଚିକିତ୍ସାଧୀନ ଥିଲେ। ଘଟଣାରେ ଅନ୍ୟ ୪ଜଣ ଏବେବି ଏମକେସିଜିରେ ଚିକିତ୍ସାଧୀନ ରହିଛନ୍ତି। ସୂଚନା ଅନୁସାରେ ଗଞ୍ଜାମ ଜିଲାର ଚିକିଟିରେ ବିଷାକ୍ତ ମଦ ଖାଇ ପୂର୍ବରୁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking