24.1 C
Bhubaneswar
Monday, May 4, 2026
Homeଓଡିଶାଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଦିନିକିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଭୁବନେଶ୍ୱରରେ ବାହାରି କେନ୍ଦୁଝରରେ ପହଞ୍ଚିଛନ୍ତି । ପ୍ରଥମେ ସର୍କିଟ ହାଉସରେ ପହଞ୍ଚିବା ପରେ କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଯିବେ।ସେଠାରେ ଜିରୋ ଆକ୍ସିଡେଣ୍ଟ ଡେ କାର୍ଯ୍ୟକ୍ରମକୁ ଉଦଘାଟନ କରିବେ। ଏହାପରେ ସେଠାରେ ଡିଏମଏଫ ମିଟିଁରେ ଯୋଗଦେବେ। ବୈଠକ ଶେଷ ହେବା ପରେ ଅପରାହ୍ଣରେ  କେନ୍ଦୁଝର ହ୍ୟାଣ୍ଡବଲ ଷ୍ଟାଡିୟମରେ  ରାଜ୍ୟ ପୁଲିସ ହ୍ୟାଣ୍ଡବଲ ଚାମ୍ପିଆନସିପ କାର୍ଯ୍ୟକ୍ରମରେ ଯୋଗଦେବେ।ରାତିରେ ସର୍କିଟ ହାଉସରେ  ରାତ୍ରୀଯାପନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking