27.2 C
Bhubaneswar
Thursday, April 16, 2026
Homeଓଡିଶାପିପିଲିରେ ପୁଣି କୁକୁଡ଼ା ମଡ଼କ

ପିପିଲିରେ ପୁଣି କୁକୁଡ଼ା ମଡ଼କ

ଭୁବନେଶ୍ୱର: ପିପିଲିରେ ପୁଣି କୁକୁଡ଼ା ମଡ଼କ। ଅଜଣା ରୋଗରେ ଫାର୍ମରେ ମରୁଛନ୍ତି ଶହ ଶହ କୁକୁଡ଼ା। ଏତେ ପରିମାଣର କୁକୁଡ଼ା ମରିବା ପରେ ଚିନ୍ତାରେ କୁକୁଡ଼ା ଚାଷୀ। ଗତ ୭ ଦିନ ଭିତରେ ପିପିଲି ଅଞ୍ଚଳର ଅନେକ ଫାର୍ମରୁ ଅଜଣା ରୋଗରେ ୨ହଜାରରୁ ଅଧିକ କୁକୁଡ଼ା ମରିଥିବା ଅନୁମାନ କରାଯାଉଛି। ବର୍ତ୍ତମାନ ଯଦି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନନିଆଯାଏ ଆଗାମୀ ଦିନରେ ଭୟଙ୍କର ପରିସ୍ଥିତି ଦେଖାଦେବାର ଆଶଙ୍କା ରହୁଛି। ମରିଥିବା କୁକୁଡ଼ାଙ୍କୁ ଚାଷୀ ପୋତିବ କେମିତି ତାକୁ ନେଇ ଚିନ୍ତାରେ। ପ୍ରଶାସନ ତରଫରୁ ପରୀକ୍ଷା କରିବାକୁ ଚାଷୀ ଦାବି କରୁଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking