30.1 C
Bhubaneswar
Saturday, May 4, 2024
Homeଦେଶ ବିଦେଶକର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ତାଙ୍କ ଭାଇଙ୍କ ଘରେ ସିବିଆଇ ଚଢ଼ାଉ

କର୍ଣ୍ଣାଟକ କଂଗ୍ରେସ ସଭାପତି ଡି.କେ ଶିବକୁମାର ଏବଂ ତାଙ୍କ ଭାଇଙ୍କ ଘରେ ସିବିଆଇ ଚଢ଼ାଉ

କର୍ଣ୍ଣାଟକ : କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି ସଭାପତିଙ୍କ ଘରେ ସିବିଆଇ ରେଡ୍‌ ହୋଇଛି । ବେଙ୍ଗାଲୁରୁରେ ଡି.କେ. ଶିବକୁମାରଙ୍କ ଘରେ ସିବିଆଇ ରେଡ୍‌ ହୋଇଥିବା ଜଣାପଡିଛି । ଅଧିକାରୀ କହିଛନ୍ତି ଯେ କେନ୍ଦ୍ରୀୟ ଏଜେନ୍ସିର ଅତି କମରେ ୬୦ ଜଣ ଅଧିକାରୀ ୧୫ ଟି ସ୍ଥାନରେ ଚଢାଉ କରୁଛନ୍ତି । ସିବିଆଇ ଦ୍ୱାରା ଏହି ଚଢାଉ ସକାଳ ୬ ଟାରୁ କନକପୁରା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୋଦଲାଲ୍ଲାହଲି ଗ୍ରାମରେ ଥିବା ତାଙ୍କ ବାସଭବନରେ ଆରମ୍ଭ ହୋଇଥିଲା, ଯାହା ରାଜ୍ୟସଭାରେ ସିଭକୁମାରଙ୍କ ଦ୍ୱାରା ପ୍ରତିନିଧିତ୍ୱ । ହୋଇଛି । ଏହା ସହ ତାଙ୍କ ଭାଇ ଡି.କେ. ସୁରେଶଙ୍କ ଘରେ ବି ଚଢ଼ାଉ ହୋଇଛି । ଘର ଓ ଅଫିସ୍‌ ସମେତ ୧୪ଟି ସ୍ଥାନରେ ରେଡ୍ ହୋଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking