29.1 C
Bhubaneswar
Thursday, April 24, 2025
Homeଓଡିଶାପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍

ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍

ସମ୍ବଲପୁର:ବୁର୍ଲାରେ ସିବିଆଇ ଟିମ୍। ବୁର୍ଲା ସମ୍ବଲପୁର ବିଶ୍ବବିଦ୍ୟାଳୟର ପ୍ରଫେସର ବୁଲୁ ମହାରଣାଙ୍କ ଘରେ ସିବିଆଇ ରେଡ୍ । ୫ଜଣିଆ ସିବିଆଇ ଟିମ୍ ଆସି ଛାନଭିନ କରୁଛନ୍ତି । ନାକ୍ ଟିମରେ ବୁଲୁ ମହାରଣା ସାମିଲ ଥିବାବେଳେ ସେ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି । ଫଳରେ ସେହିଦିନ ହିଁ ସିବିଆଇ ବୁଲୁ ମହାରଣାଙ୍କ ଘର ସିଲ କରିଥିଲା । ଆଜି ସିବିଆଇର ୫ ଜଣିଆ ଟିମ୍ ଏହି ଚଢାଉ କରୁଛନ୍ତି। ଘରୋଇ ବିଶ୍ବବିଦ୍ୟାଳୟକୁ ରେଟିଂ ଦେବାପାଇଁ ପ୍ରଫେସର ବୁଲୁ ମହାରଣା ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା । ଏହି ଆଧାରରେ ବୁଲୁ ମହାରଣାଙ୍କ ସମେତ ୧୦ଜଣଙ୍କୁ ଗିରଫ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking