29.1 C
Bhubaneswar
Thursday, April 24, 2025
Homeଓଡିଶାଟ୍ରକକୁ ପିଟିଲା ବସ : ବହୁ ଯାତ୍ରୀ ଆହତ

ଟ୍ରକକୁ ପିଟିଲା ବସ : ବହୁ ଯାତ୍ରୀ ଆହତ

ଗଂଜାମ :୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଥାନା ନିକଟ କହ୍ନେଇପୁର ଛକରେ ଏକ ଓଏସଆରଟିସି ବସ୍ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ କୁ ପିଟଛି। ଏହାଫଳରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବସଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାର ସୂଚନା ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking