27.1 C
Bhubaneswar
Tuesday, May 6, 2025
Homeଓଡିଶାପୋଡିଗଲା ବିଏସନାଲ ଟ୍ରାନ୍ସଫର୍ମର

ପୋଡିଗଲା ବିଏସନାଲ ଟ୍ରାନ୍ସଫର୍ମର

ବ୍ରହ୍ମପୁର: ବିଏସନାଲ ସର୍ଭିସ ସେଣ୍ଟର ଟ୍ରାନ୍ସଫର୍ମର ଲାଗିଲା ନିଆଁ । ବ୍ରହ୍ମାନଗର ପ୍ରଥମ ଲେନ୍‌ରେ ଥିବା ସର୍ଭିସ ସେଂଟରରେ ଅଗ୍ନିକାଣ୍ଡ ହୋଇଥିବା ଖବର ସାମ୍ନାକୁ ଆସିଛି । ସର୍ଭିସ ସେଂଟରରେ ଥିବା ତାର ଜଳି ପୋଡି ନଷ୍ଟ ହୋଇଯାଇଥିବାବେଳେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ଜାରି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking