29.1 C
Bhubaneswar
Wednesday, April 29, 2026
Homeଓଡିଶାଭାଇ ବୋହୂକୁ ବଳତ୍କlର ଅଭିଯୋଗ

ଭାଇ ବୋହୂକୁ ବଳତ୍କlର ଅଭିଯୋଗ

ଯାଜପୁର: ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅଞ୍ଚଳରେ ଭାଇବୋହୂଙ୍କୁ ଦେଢ଼ଶୂର ବଳତ୍କାର ଉଦ୍ୟମ କରିଥିବାର ଏନେଇ ପାଣିକୋଇଲି ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ହେଲା ପରେ ପାଣିକୋଇଲି ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ମହିଳାଙ୍କ ସ୍ବାମୀଙ୍କ ଅନୁପସ୍ଥିତିର ସୁଯୋଗରେ ଦେଢ଼ଶୂର ତାଙ୍କ ଘରେ ପଶି ବଳାତ୍କାର ଉଦ୍ୟମ କରିଥିଲେ। ମହିଳା ଜଣକ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ଠୋଲପେଲା ହୋଇଥିଲା। ମହିଳାଙ୍କ ପାଟିଶୁଣି ଅନ୍ୟମାନେ ଆସିବାରୁ ଅଭିଯୁକ୍ତ ତାର ସଜାଡିବାକୁ ଆସିଥିବା କହି ସଫେଇ ଦେଇଥିଲା। ଏହାପରେ ଅଭିଯୁକ୍ତ ମହିଳାଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ମହିଳା ନିଜକୁ ଅସୁରକ୍ଷିତ ମଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking