28.1 C
Bhubaneswar
Sunday, September 8, 2024
Homeଓଡିଶାନଦୀରେ ବୁଡ଼ି ଭାଇ-ଭଉଣୀ ମୃତ

ନଦୀରେ ବୁଡ଼ି ଭାଇ-ଭଉଣୀ ମୃତ

ଜୟପୁର: ନଦୀରେ ବୁଡ଼ି ଯାଇ ଭାଇଭଉଣୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତକ ଭାଇଭଉଣୀ ବୋରିଗୁମା ଥାନା ଅଞ୍ଚଳା ପଞ୍ଚାୟତ ବିରାହାଣ୍ଡି ଗାଁର ବୋଲି ଜଣାପଡ଼ିଛି। ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ ଉଭୟ ଭାଇଭଉଣୀ ପାଣିରେ ବୁଡ଼ିଯାଇଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଉଭୟ ଭାଇ ଓ ଭଉଣୀ ଘରକୁ ନ ଫେରିବାରୁ ଘରଲୋକେ ଖୋଜାଖୋଜି କରିଥିଲେ। ଉଭୟଙ୍କୁ ପାଣିରୁ ଉଦ୍ଧାର ପରେ ଡାକ୍ତରଖାନାକୁ ନେଇଥିଲେ। ଡାକ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଉଭୟ ପାଞ୍ଚବର୍ଷର ଏବଂ ଦୁଇ ଭାଇଙ୍କର ପୁଅ ଓ ଝିଅ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking